ତରୀକ୍ଷ
ଦେଖଣା
ତରୀକ୍ଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ+ଈଶ)
[ସମ୍ପାଦନା]- ୧. ଶୁଖିଲା ଗୋବର; (ହିନ୍ଦୀ - ଶବ୍ଦସାଗର) —୧. Dried cowdung.
- ୨. ନୌକା; ନାବ (ହିନ୍ଦୀ - ଶବ୍ଦସାଗର) —୨. Boat.
- ୩. ଭେଳା; ପାଣିରେ ଭାସିବା ତକ୍ତା (ହିନ୍ଦୀ - ଶବ୍ଦସାଗର) — ୩. Raft; floating plank.
- ୪. ସମୁଦ୍ର (ହିନ୍ଦୀ - ଶବ୍ଦସାଗର) —୪. Ocean.
- ୫. ବ୍ୟବସାୟ (ହିନ୍ଦୀ - ଶବ୍ଦସାଗର) — ୫. Professon; trade.
- ୬. ସ୍ୱର୍ଗ—(ହିନ୍ଦୀ - ଶବ୍ଦସାଗର) —୬. Heaven.