Jump to content

ତରୀ ଦନ୍ତ

ଉଇକିଅଭିଧାନ‌ରୁ

ତରୀ ଦନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତରୀ+ଦନ୍ତ)

[ସମ୍ପାଦନା]

କ୍ଷେପଣୀ; ଆହୁଲା —Oar.

ତରୀଦନ୍ତେ ରଙ୍ଗେ କାଟନ୍ତି ତରଙ୍ଗ—ରାଧାନାଥ. ଚିଲିକା