Jump to content

ତରୁଣାସ୍ଥି

ଉଇକିଅଭିଧାନ‌ରୁ

ତରୁଣାସ୍ଥି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ତରୁଣ+ଅସ୍ଥି) (ଜୀବବିଜ୍ଞାନ ପରିଭାଷା)

[ସମ୍ପାଦନା]

ଜୀବ ଦେହର ଉପାସ୍ଥିବିଶେଷ; ନରମ ହାଡ଼ — Cartilage; gristle.