Jump to content

ତରୁଣୀ

ଉଇକିଅଭିଧାନ‌ରୁ

ତରୁଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ତରୁଣ+ସ୍ତ୍ରୀ. ଈ)

[ସମ୍ପାଦନା]

ତରୁଣର ସ୍ତ୍ରୀଲିଙ୍ଗ — Feminine of Taruṇa.

ନବୀନା; ନବଯୌବନା — Youthful; young (female).

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ନବଯୁବତୀ ସ୍ତ୍ରୀ —୧. Young woman.

[ଦ୍ରଷ୍ଟବ୍ୟ —ଭାବପ୍ରକାଶ ମତରେ ୧୬: ଠାରୁ ୩୨: ବର୍ଷ ବୟସ୍କା ନାରୀ ତରୁଣୀ]

୨. ଘୃତକୁମାରୀ; ଘିକୁଆଁରୀ —୨. The succulent aloe; the Succotrine aloe.
୩. ଧଳା ସେବତୀ ଫୁଲ —୩. Rosa Muscata.
୪. ସ୍ଥୂଳ କୃଷ୍ଣ ଜୀରକ — ୪. A kind of large black cumin seed.
୫. ଦନ୍ତୀ ବୃକ୍ଷ —୫. A medicinal plant; Baliospermum Axillare.


୬. ମେଘ ରାଗର ରାଗିଣୀବିଶେଷ — ୬. Name of a subsidiary tune.