Jump to content

ତରୁଣ ଦଧି

ଉଇକିଅଭିଧାନ‌ରୁ

ତରୁଣ ଦଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ତରୁଣ+ଦଧି)

[ସମ୍ପାଦନା]
୧. ସଦ୍ୟୋଜାତ ଦହି; ସଜ ଘୋଳ ଦହି — ୧. Fresh butter-milk.
୨. ପାଞ୍ଚ ଦିନ ହେଲା ବସା ଯାଇଥିବା ଦହି; ପାଞ୍ଚ ଦିନର ପୁରୁଣା ଦହି (ହିନ୍ଦୀ - ଶବ୍ଦସାଗର) — ୨. Curd ୫ days old.