Jump to content

ତରୁ ଶାୟୀ

ଉଇକିଅଭିଧାନ‌ରୁ

ତରୁ ଶାୟୀ

ଉଚ୍ଚାରଣ

[ସମ୍ପାଦନା]
(ତରୁଶାୟିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତରୁ+ଶୀ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ପକ୍ଷୀ —୧. Bird.
୨. ମର୍କଟ —୨. Monkey.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଗଛରେ ଶୋଇଥିବା — Sleeping on a tree.