Jump to content

ତର୍କିତ

ଉଇକିଅଭିଧାନ‌ରୁ

ତର୍କିତ

ଉଚ୍ଚାରଣ

[ସମ୍ପାଦନା]
(ତର୍କିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ତର୍କ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଆଲୋଚିତ —୧. Discussed; debated.
୨. ବିଚାରିତ; ବିବେଚିତ —୨. Considered.
୩. ଅନୁମିତ —୩. Inferred.
୪. ଉତ୍ପ୍ରେକ୍ଷିତ —୪. Guessed.
୫. ସମ୍ଭାବିତ —୫. Apprehended; possible.
୬. ପ୍ରସ୍ତାବିତ —୬. Proposed.
୭. ଅନୁସନ୍ଧାନ କରାଯାଇ ଥିବା —୭. Investigated.
୮. ଯହିଁ ସମ୍ୱନ୍ଧେ ସନ୍ଦେହ କରା ଯାଉଥାଏ — ୮. Doubted.

ସଂସ୍କୃତ - ବିଶେଷ୍ୟ -(+ଭାବ. ତ)

[ସମ୍ପାଦନା]

ଅନୁମାନ —Conjecture.