ତର୍କ ବିତର୍କ
ବାଦାନୁବାଦ; ବାଦପ୍ରତିବାଦ; ଊହାପୋହ; ଅନୁକୂଳ ଓ ପ୍ରତି— କୂଳ ଆଲୋଚନା —The pros and cons of a matter; repeated discussions from all points of view.