Jump to content

ତର୍କ ବିଦ୍ୟା

ଉଇକିଅଭିଧାନ‌ରୁ

ତର୍କ ବିଦ୍ୟା

ଉଚ୍ଚାରଣ

[ସମ୍ପାଦନା]

(ତର୍କଶାସ୍ତ୍ର—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନ୍ୟାୟଶାସ୍ତ୍ର; ସିଦ୍ଧାନ୍ତର ଖଣ୍ଡନମଣ୍ଡନ ପ୍ରଣାଳୀ ଓ ନିୟମ ଯେଉଁ ବିଦ୍ୟାରୁ ଶିକ୍ଷା କରାଯାଏ — The science of Logic or reasoning; logomachy.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କପଟ —Deceit.