ତର୍କ (ଧାତୁ)
ଦେଖଣା
ତର୍କ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ତର୍କ ବିତର୍କ କରିବା; ବାଦାନୁବାଦ କରିବା — ୧. To argue; to reason.
- ୨. ଅନୁମାନ କରିବା — ୨. To guess; to suppose.
- ୩. ସ୍ଥିର କରିବା —୩. To ascertain (Apte).
- ୪. ଚିନ୍ତା କରିବା —୪. To reflect.
- ୫. କହିବା —୫. To speak.
- ୬. ଜକଜକ ହେବା; ଶୋଭା ପାଇବା — ୬. To shine.
- ୭. ବିଚାର କରିବା; ବିବେଚନା କରିବା — ୭. To think of; to have in view; to consider.
- ୮. କଳ୍ପନା କରିବା; ଉଦ୍ଦେଶ୍ୟ କରିବା —୮. To intend.