ତର୍ଜନ ଗର୍ଜନ
ଚଦିମର୍କଟ ହେବା — Chafing and roaring.
ସେ ତୁମ୍ଭର ଯୁକ୍ତିର ପ୍ରତିଯୁକ୍ତି ନ ଦେଖାଇ ହାତ ଗୋଡ଼ କଚାଡ଼ି ତର୍ଜନ ଗର୍ଜନ କରିବେ ରାଧାନାଥ. ବିବେକୀ