Jump to content

ତର୍ଜିତ

ଉଇକିଅଭିଧାନ‌ରୁ

ତର୍ଜିତ

ଉଚ୍ଚାରଣ

[ସମ୍ପାଦନା]
(ତର୍ଜିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ତର୍ଜ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଭର୍ତ୍ସିତ — ୧. Abused; reproached.
୨. ଭୟପ୍ରଦର୍ଶିତ — ୨. Threatened; menaced.
୩. ତାଡ଼ିତ —୩. Driven out.
୪. ଅପମାନିତ —୪. Disgraced (Apte).