Jump to content

ତର୍ତ୍ତରୀକ

ଉଇକିଅଭିଧାନ‌ରୁ

ତର୍ତ୍ତରୀକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାର ହେବା+କରଣ ଇକ)

[ସମ୍ପାଦନା]
୧. ନୌକା —୧. Boat.
୨. ଭେଳା —୨. Raft.

ସଂସ୍କୃତ - ବିଶେଷଣ - (+କର୍ତ୍ତୃ. ଇକ)

[ସମ୍ପାଦନା]

ପାରଗାମୀ; ଯେ ପାର ହୁଏ — Crossing over (a river).