Jump to content

ତର୍ପିତ

ଉଇକିଅଭିଧାନ‌ରୁ

ତର୍ପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତୃପ ଧାତୁ ଣିଚ+କର୍ମ. ତ)

[ସମ୍ପାଦନା]

ଯାହାଙ୍କୁ ତୃପ୍ତ କରା ଯାଇଅଛି; ସନ୍ତୋଷିତ; ତୃପ୍ତିପ୍ରାପ୍ତ —Satisfied; pleased.