Jump to content

ତର୍ଷ

ଉଇକିଅଭିଧାନ‌ରୁ

ତର୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତୃଷ ଧାତୁ=ତୃଷାର୍ତ୍ତ ହେବା+ଭାବ. ଅ)

[ସମ୍ପାଦନା]
୧. ଅଭିଳାଷ —୧. Desire.
୨. ଶୋଷ; ତୃଷା; ତୃଷ୍ଣା —୨. Thirst.
୩. ଭେଳା —୩. Raft.
୪. ସମୁଦ୍ର —୪. The sea.
୫. ସୂର୍ଯ୍ୟ —୫. The sun.
୬. ତୃଷ୍ଣା; ଅସନ୍ତୋଷ — ୬. Hankering; covetuousness.