Jump to content

ତର୍ଷଣ

ଉଇକିଅଭିଧାନ‌ରୁ

ତର୍ଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - କ୍ଳୀ (ତୃଷ ଧାତୁ ଣିଚ୍=ତୃଷି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ପିପାସା; ତୃଷ୍ଣା —୧. Thirst.
୨. ଆଗ୍ରହ; ଇଚ୍ଛା —୨. Desire; longing.