Jump to content

ତର କାଢ଼ିବା

ଉଇକିଅଭିଧାନ‌ରୁ

ତର କାଢ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଛଳନା କରିବା — ୧. To give out an excuse.
୨. ଲୋକଙ୍କୁ ବିଚଳିତ କରାଇବା ନିମନ୍ତେ ମିଥ୍ୟା ଭୟ ଦେଖାଇବା —୨. To raise a false alarm.
୩. ବଞ୍ଚିତ କରିବା ଅଭିପ୍ରାୟରେ କୌଣସି ବ୍ୟକ୍ତିକୁ ବୃଥା ଆଶା ଦେଖାଇବା —To tantalise.
୪. ଭଣ୍ଡାଇବା —୪. To inveigle.