ତର ମାରିବା
କଥାଛଳରେ କୌଣସି ବ୍ୟକ୍ତିକୁ ଭଣ୍ଡିବା — To inveigle a person.
କଥାରେ ଭଣ୍ଡାଇବା; ବାହାନା କରିବା; ପ୍ରକୃତ କଥା ଗୋପନ ରଖି କୌଣସି ପ୍ରକାର କଥାକୁ ଚଳାଇନେବା