Jump to content

ତଲାକ୍ ଦିଆ

ଉଇକିଅଭିଧାନ‌ରୁ

ତଲାକ୍ ଦିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ. (ମୁସଲମାନ୍ଙ୍କ ବ୍ୟବହୃତ)

[ସମ୍ପାଦନା]

ସ୍ୱାମୀଦ୍ୱାରା ତଲାକ୍ ବିଧିରେ ପରିତ୍ୟକ୍ତା (ସ୍ତ୍ରୀ) — (wife) Whose marital relationship has been dissolved by the husband.

ପଠାଣଘର ତଲାକ୍ଦିଆ ମାଇକିନିଆଙ୍କ ପରି ତାନପୁରାଟା ଏବଂ ... ତବଲା ଦୁଇଟା ଗଡ଼ୁ ଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ