ତଲାରି
ଦେଖଣା
ତଲାରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳାଚୀ)
[ସମ୍ପାଦନା]- ୧. ତଲାଇ; ବାଉଁଶପାତିଆରେ ବୁଣାଯାଇ ଥିବା ତାଟି —୧. Matting or screen of bamboo-laths.
[ଦ୍ରଷ୍ଟବ୍ୟ —ଏହାଦ୍ୱାରା କୌଣସି ଅନାବୃତ ସ୍ଥାନକୁ ଆବୃତ କରାଯାଏ ଚିଲିକାରେ ନୌକାମାନଙ୍କୁ ପବନର ବେଗଦ୍ୱାରା ଚାଳିତ କରାଇବା ନିମନ୍ତେ ଏହା ପାଲରୂପେ ବ୍ୟବହୃତ ହୁଏ]
- ୨. ତାଳପତ୍ର ବା ବଉଁଶ ପାତିଆରେ ପ୍ରସ୍ତୁତ ଏକପ୍ରକାର ଟୋପି; ଝାମ୍ପି —୨. A hat for the head made of palm-leaves or laths of bamboo.
ବଇଁଶୀ ଶିଂଘା ଅଣ୍ଟା ତଟକେ ଖୋଷିଲେ ପତର ତଲାରିକି ମୁଣ୍ଡରେ ଲଦିଲେ କୃଷ୍ଣସିଂହ. ମହାଭାରତ ବିରାଟ