Jump to content

ତଲାସିବା

ଉଇକିଅଭିଧାନ‌ରୁ

ତଲାସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ତୁର୍କୀ. ତଲ୍ଲାସ)

[ସମ୍ପାଦନା]
୧. ଅନୁସନ୍ଧାନ କରିବା; ଖୋଜିବା; ଧୁଣ୍ଡିବା —୧. To search for; to hunt for.
୨. ସନ୍ଧାନ ବା ଖବର ନେବା — ୨. To enquire after.
୩. ଅପରାଧୀ ବା ସନ୍ଦେହୀ ବ୍ୟକ୍ତିର ଦେହ ଓ ଲୁଗାପଟା ଦରାଣ୍ଡିବା — ୩. To make a search of the person and dress of a convict or suspect.