Jump to content

ତଲେଇବା

ଉଇକିଅଭିଧାନ‌ରୁ

ତଲେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତଲାଇବା, ତଲିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବୁଟ ଆଦି ଶସ୍ୟକୁ ଘିଅ ବା ତେଲରେ ସାମାନ୍ୟ ଭାଜିବା; ପୁଆଇବା — ୧. To fry gram etc in ghee or oil.
୨. ଉଖୁଡ଼ା କରିବାପାଇଁ ଖଇକୁ ଗୁଡ଼ ପାଗରେ ପକାଇ ଚଟୁଦ୍ୱାରା ଘାଣ୍ଟିବା ବା ମୋହିଁବା —୨. To stir fried paddy in syrup over fire.