ତଲ୍ପିଦାର୍
ତଳ୍ପବାହକ ବୋଝିଆ; ଯେ ବିଛଣାପତ୍ର ବା ଗଣ୍ଠିଲି ବୁହେ; ବୋକଚାବୁହା —A carrier of luggage; luggage-bearer; porter.