Jump to content

ତଲ୍ଲ

ଉଇକିଅଭିଧାନ‌ରୁ

ତଲ୍ଲ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଳ=ଗଭୀରତା+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଗହର; ଗର୍ତ୍ତ —୧. A hole.
୨. ପୋଖରୀ; ପୁଷ୍କରିଣୀ —୨. Tank; pond.