Jump to content

ତଲ୍ଲିକା

ଉଇକିଅଭିଧାନ‌ରୁ

ତଲ୍ଲିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତତ୍=ତାହା+ଲୀ ଧାତୁ=ଲୀନ ହେବା+ କର୍ତ୍ତୃ. ଅ+କ+ଆ)

[ସମ୍ପାଦନା]
୧. ଚିରା ଲୁଗାର ଛିଦ୍ର ଉପରେ ପଡ଼ିବା ଢାଳି —୧. Patch.
୨. ଚାବି କାଠି; କୁଞ୍ଚି; ତାଲାକାଠି —୨. A key.
୩. କୋଲପ —୩. Padlock.