Jump to content

ତଲ୍ଲୀ

ଉଇକିଅଭିଧାନ‌ରୁ

ତଲ୍ଲୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତତ୍+ଲସ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ବରୁଣଙ୍କ ସ୍ତ୍ରୀ —୧. The; wife of Baruna, the God of the sea.
୨. ନୌକା —୨. Boat.
୩. ଯୁବତୀ —୩. Young woman.
୪. ଜୋତାର ତଳା—(ହିନ୍ଦୀ - ଶବ୍ଦସାଗର) — ୪. The sole of shoes.
୫. କାଣ୍ଟି (ହିନ୍ଦୀ - ଶବ୍ଦସାଗର) —୫. Dregs; sediment.