Jump to content

ତଳକଣ୍ଟା ଉପରକଣ୍ଟା

ଉଇକିଅଭିଧାନ‌ରୁ

ତଳକଣ୍ଟା ଉପରକଣ୍ଟା

ଉଚ୍ଚାରଣ

[ସମ୍ପାଦନା]

(ତଳିକଣ୍ଟା ଉପରିକଣ୍ଟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୂର୍ବକାଳର ରାଜଦଣ୍ଡବିଶେଷ — A mode of punishment inflicted on offenders in ancient times.

[ଦ୍ରଷ୍ଟବ୍ୟ —ଗୋଟିଏ ଖଣିଗାତ ଖୋଳି ତହିଁ ତଳେ କଣ୍ଟା ବିଛାଇ କଣ୍ଟା ଉପରେ ଅପରାଧୀ ବ୍ୟକ୍ତିଙ୍କୁ ଶୁଆଇ ତା ଉପରେ ପୁଣି କଣ୍ଟା ଲଦିଦେଇ ସେ ଗାତକୁ ମାଟିରେ ପୋତି ଦିଆଯାଉଥିଲା]