ତଳତଳିଆ
ଦେଖଣା
ତଳତଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତଳିତଳିଆ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସର୍ବନିମ୍ନ — ୧. Undermost; lowest.
- ୨. ନିମ୍ନ ବା ତଳରେ ଥିବା — ୨. Lying at the bottom.
- ୩. ପାତ୍ରର ତଳେ ରହିଯାଇଥିବା — ୩. Left at the bottom of a cup.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ପାତ୍ରରୁ ତୈଳାଦି ଜଳୀୟ ପଦାର୍ଥ ନିଃଶେଷିତ ହୋଇଗଲେ ଶେଷରେ ପାତ୍ରତଳେ ଯେଉଁ ବହଳିଆ ପଦାର୍ଥ ରହିଯାଏ —Dregs of a cup when drained of its liquid contents.