ତଳଦିଗିଆ
ମୋଗଲବନ୍ଦୀର ଅଧିବାସୀ — Inhabitants of Mogalabandi.
[ଦ୍ରଷ୍ଟବ୍ୟ —ଓଡ଼ିଶାର କଟକ, ପୁରୀ ଓ ବାଲେଶ୍ୱର (ମୋଗଲବନ୍ଦୀ) ନିମ୍ନ ଭୂମିରେ ଥିବାରୁ ତାକୁ ତଳମାଳ ଓ ଗଡ଼ଜାତମାନ ଉଚ୍ଚ ଭୂମିରେ ଥିବାରୁ ତାକୁ ଉପରମାଳ ବୋଲାଯାଏ]