ତଳା ମାଳ
ଦେଖଣା
ତଳା ମାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଳା ମାଳ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସମୁଦ୍ର ଉପକୂଳସ୍ଥ ନିମ୍ନ ପ୍ରଦେଶ; ଅନୂପ ପ୍ରଦେଶ — The lower provinces; sea-side low tracts of country.
[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଗଡ଼ାଜାତମାନଙ୍କୁ ଜାଙ୍ଗଳ ବା ଉପରମାଳ ଓ ସମୁଦ୍ର ଉପକୂଳସ୍ଥ ମୋଗଲବନ୍ଦୀକୁ ତଳମାଳ ଏବଂ ଏ ଦୁଇର ମଧ୍ୟସ୍ଥ ସମତଳ ଅଂଶକୁ 'ମାଗଧ' ବୋଲାଯାଏ]