Jump to content

ତଳି

ଉଇକିଅଭିଧାନ‌ରୁ

ତଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ ଧାତୁ)

[ସମ୍ପାଦନା]
୧. ରୁଆ ହେବାର ଉପଯୁକ୍ତ ଗଜାଗଛ; ଚାରା —୧. Seedlings fit for transplantation.

ଆଜ୍ଞା! ଦେଢ଼ମାଣ ବିଲ ଅରୁଆ ରହିଲା; ତଳି ନିଅଣ୍ଟ ଫକୀରମୋହନ. ଛମାଣ ଆଠଗୁଣ୍ଠ

୨. (ସଂସ୍କୃତ - ତଳ) ନିମ୍ନଦେଶ; ତଳଭାଗ; ଅଧୋଦେଶ — ୨. The lower part.
୩. ନିକଟବର୍ତ୍ତୀ ସ୍ଥାନ; ଉପକଣ୍ଠ — ୩. Suberbs; vicinity.

(ଯଥା—ସହର ତଳି)

୪. କୌଣସି ଗୃହର ବା ବସ୍ତୁର ଅବସ୍ଥିତି—ପ୍ରଦେଶ — ୪. Site or position of a house or thing.
୫. କୌଣସି ପଦାର୍ଥର ନିମ୍ନତମ ଅଂଶ — ୫. Bottom; the lowest part.

ସୁଆରି ଖଣ୍ଡିଏ ସଜ ହେଲା ତାର ନ ଥାଉ ପଛକେ ଡାଳି ପାଞ୍ଚୋଟି ବେହେରା ଉଣା ହେଉଛନ୍ତି ତିନୋଟିରେ କାହୁଁ ଚଳି ଭିକାରୀ. ସାଆନ୍ତିଆ ବାକ୍ତା

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅଧୋଭାଗରେ ଅବସ୍ଥିତ ବା ବ୍ୟବହୃତ — ୧. Situated or used in the lower part.

(ଯଥା—ତଳିପେଟ; ତଳିକନା)

୩. ପରେ ଜାତ ହେବା — ୩. Younger; born after.
୪. ଅଧସ୍ତନ —୪. Subordinate; lower in grade.