Jump to content

ତଳିତ

ଉଇକିଅଭିଧାନ‌ରୁ

ତଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଳ୍ ଧାତୁ+କର୍ମ. ତ)

[ସମ୍ପାଦନା]

ଭୃଷ୍ଟ ମାଂସ; ଭଜା ମାଂସ — Roast; roasted meat; fried meat.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଭୃଷ୍ଟ; ଭଜା ହୋଇଥିବା; ସିନ୍ତୁଳା ହୋଇଥିବା — Fried; roasted.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଭାବପ୍ରକାଶରେ ବ୍ୟବହୃତ ହୋଇଅଛି]