Jump to content

ତଳିପା

ଉଇକିଅଭିଧାନ‌ରୁ

ତଳିପା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ ଓ ପାଦ)

[ସମ୍ପାଦନା]

ପାଦର ତଳ ଭାଗ — Sole of the feet.

ତା ତଳିପା ତଳେ ରାଧା ରହିଛନ୍ତି— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

[ଦ୍ରଷ୍ଟବ୍ୟ —ତଳିପାର ଆଗକୁ ପାପୁଲି, ପଛ ଭାଗକୁ ଗୋଇଠି ଓ ମଧ୍ୟ ଭାଗକୁ ଖୋଲ ବା ତାଳୁକା ବୋଲାଯାଏ]