ତଳି କନା
ଋତୁସ୍ରାବ ସମୟରେ ସ୍ତ୍ରୀଲୋକମାନଙ୍କର ପିନ୍ଧିବା କୌପୁନୀ ଓ କନା ପୁଡ଼ା — Strips of rags or absorbent linen worn by women on the private parts during menses; women's under-clothing during menstrual flow; sanitary towels.