Jump to content

ତଳି କାଟ

ଉଇକିଅଭିଧାନ‌ରୁ

ତଳି କାଟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତଳ+କର୍ତ୍ତିତ)

[ସମ୍ପାଦନା]
୧. ତଳ ଭାଗ ବା ତଳ ଅଂଶରୁ କଟା ଯାଇଥିବା; ମୂଳରେ ବା ମୂଳ ପାଖରେ କଟା ହୋଇଥିବା —୧. Cut at the root or near the root.

(ଯଥା—ତଳିକାଟ ଧାନ ଗଛ)

୨. ଉପର ସ୍ତରର ବସ୍ତୁ କଟା ହୋଇଯିବା ପରେ ନିମ୍ନ ସ୍ତରରୁ ଯେଉଁ ବସ୍ତୁ କଟା ହୋଇ ବାହାରେ — ୨. Appertaining to or cut from the lower layers.

(ଯଥା—ଏ ପୋଖରୀର ୧ ଫୁଟ ଗହୀରର ତଳିକାଟ ମାଟି ଭାରି ଗେଙ୍ଗୁଟିଆ ପଡ଼ିଲା)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୂଳ ପାଖରୁ କାଟିବା — Cutting near the root.

(ଯଥା—କିଆରିରୁ ଧାନକୁ ପ୍ରଥମେ ତଳିକାଟ କରି କଚଡ଼ା ପକାଇ ପରେ ଅଗକାଟ କଲେ ଛଣ ବାହାରିବ)