Jump to content

ତଳି ଧରିବା

ଉଇକିଅଭିଧାନ‌ରୁ

ତଳି ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ତଳାଇବା; ତଳଦେଶରେ ଡୁବିଯିବା — ୧. To sink to the bottom; to settle down at the bottom.

(ଯଥା—ମାଛଯାକ ତଳି ଧରିବାରୁ ଜାଲରେ ପଡ଼ିଲେ ନାହିଁ)

୨. ହାଣ୍ଡିରେ ସିଝା ଯାଉଥିବା ତିଅଣ ଖିରି ବା ଉଷୁଆଁ ଯାଉଥିବା ଧାନ ଯଥେଷ୍ଟ ଜଳ ଅଭାବରୁ ବା ବାରଂବାର ଘଣ୍ଟାଘଣ୍ଟି ନ ହେବାରୁ ପୋଡ଼ିଯାଇ ହାଣ୍ଡିର ତଳେ ଲାଗିଯିବା —୨. (any thing boiled on fire) To stick at the bottom of the cooking pot.