Jump to content

ତଳି ପକାଇବା

ଉଇକିଅଭିଧାନ‌ରୁ

ତଳି ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମଞ୍ଜିରୁ ଚାରା ହେବା ପରେ ତାହାକୁ ଓପାଡ଼ି ନେଇ ଅନ୍ୟତ୍ର ରୋପଣ କରିବା ଉଦ୍ଦେଶ୍ୟରେ ମଞ୍ଜି ବୁଣିବା —To sow seeds for the purpose of raising seedlings in order to transplant them in another field.