Jump to content

ତଳି ମଣ୍ଡ

ଉଇକିଅଭିଧାନ‌ରୁ

ତଳି ମଣ୍ଡ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ+ମଣ୍ଡ)

[ସମ୍ପାଦନା]

ତୋଡ଼ାଣିରେ ଯେଉଁ ବହଳିଆ ଅଂଶ ପାତ୍ରର ତଳକୁ ରହିଥାଏ —The comparatively thick layer or portion of Toṟḍ̠āṇi (boiled rice water) which is found at the bottom of a pot.