Jump to content

ତଳି ମାରିବା

ଉଇକିଅଭିଧାନ‌ରୁ

ତଳି ମାରିବା

ଦେଶଜ - କ୍ରିୟାପଦ - (ଥଟ୍ଟାରୀଙ୍କ ବ୍ୟବହୃତ ଶବ୍ଦ)

[ସମ୍ପାଦନା]

ଢାଳ, ଗରା ପ୍ରଭୂତିର ତଳିଖଣ୍ଡକୁ ବାଡ଼େଇ ବା ପିଟି ତିଆରି କରିବା