ତଳି ହାତ କରି ଧରିବା
(ତଳ ହାତ କରି ଧରିବା—ଅନ୍ୟରୂପ)
କୌଣସି ପଦାର୍ଥର ତଳି ବା ତଳ ଭାଗକୁ ହାତରେ ଧରିବା; କୌଣସି ପଦାର୍ଥକୁ ତଳପଟୁ ଧରି ଟେକିବା — To hold a thing up by putting one's hand at the bottom.
(ଯଥା—ଖିରୀ ହାଣ୍ଡିକି ତଳିହାତ କରି ନ ଧରିଲେ ହାଣ୍ଡିଟି ଫାଟିଯିବ)