ତଳୁ
ଅବଧି; କୌଣସି ସମୟରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ —Since (some time past).
ବହୁଦିନ ତଳୁ ନ ପାଇ ମାଉଁସ କ୍ଷୁଧାରେ ଜଳୁଥିଲା ତାହାର ମାନସ କୃଷ୍ଣସିଂହ. ମହାଭାରତ ଆଦି