Jump to content

ତଳେଇବା

ଉଇକିଅଭିଧାନ‌ରୁ

ତଳେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ତଳ)

[ସମ୍ପାଦନା]
୧. ତଳକୁ ବୁଡ଼ିବା; ତଳି ଧରିବା — ୧. To sink or settle down to the bottom.


(ତଳାଇବା—ଅନ୍ୟରୂପ)

୨. ତଳ ପର୍ଯ୍ୟନ୍ତ ଅନୁସନ୍ଧାନ କରିବା — ୨. To dive deep into a matter.