ତଳେଇ ଦେଖିବା
ଦେଖଣା
ତଳେଇ ଦେଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଳେଇ ଦେଖିବା
|
(ତଳେଇ କରି ଦେଖିବା—ଅନ୍ୟରୂପ)
(ଉପରେ ଉପରେ ଦେଖିବା—ବିପରୀତ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଲକ୍ଷଣାର୍ଥ) ଭିତରେ ପଶି ଅନୁସନ୍ଧାନ କରିବା —୧. (figurative) To dive deep into a matter; to dive deep under the surface.
- ୨. ତଳଦେଶ ପର୍ଯ୍ୟନ୍ତ ଦେଖିବା —୨. To look into the bottom of a thing.
- ୩. ତନ୍ନ ତନ୍ନ କରି ବିଚାର କରିବା —୩. To consider a matter thoroughly or minutely.