ତଳେ ଯିବା
(ତଳେ ସୁମାରି ହେବା—ଅନ୍ୟରୂପ)
(ଅମୁକ) ରୂପେ ବିବେଚିତ ହେବା — To pass for.
(ଯଥା—ଆମ ପଢୁଆଙ୍କ ଆଖିରେ ଆମ ପୂର୍ବପୁରୁଷମାନେ ମୂର୍ଖ ତଳେ ଗଲେଣି)