Jump to content

ତଳ୍ପ

ଉଇକିଅଭିଧାନ‌ରୁ

ତଳ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତଳ ଧାତୁ+ସଂଜ୍ଞାର୍ଥରେ ପ; ଯହିଁରେ ବିଶ୍ରାମ କରା ଯାଏ)

[ସମ୍ପାଦନା]
୧. ଶଯ୍ୟା; ବିଛଣା; ଶେଯ —୧. Bed.
୨. ଅଟ୍ଟାଳିକା —୨. An edifice.
୩. ଗୃହ —୩. House.
୪. ଦାରା; ସ୍ତ୍ରୀ; ଭାର୍ଯ୍ୟା —୩. Wife.

[ଦ୍ରଷ୍ଟବ୍ୟ —ଗୁରୁତଳ୍ପଗ, ଗୁରୂତଳ୍ପଗାମୀ—ଯେଉଁ ବ୍ୟକ୍ତି ଗୁରୁଜନଙ୍କ ଶଯ୍ୟାରେ ଶୁଏ ଅର୍ଥାତ୍ ଗୁରୁପତ୍ନୀ ଆଦି ମାନ୍ୟା ସ୍ତ୍ରୀଙ୍କୁ ସଂଭୋଗ କରେ]

୫. ଉପର ମହଲା ଘର; ଚନ୍ଦ୍ରଶାଳା — ୫. Turret; a room in an upper storey.