Jump to content

ତଳ୍ପକ

ଉଇକିଅଭିଧାନ‌ରୁ

ତଳ୍ପକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ତଳ୍ପ+ସ୍ୱାର୍ଥରେ. କ)—ଶଯ୍ୟା — ୧. Bed.
୨. (ତଳ୍ପ+କରିବା ଅର୍ଥରେ କ) ଯେ ବିଛଣା ପ୍ରସ୍ତୁତ କରେ; ଶେଯ ଶେଜାଇ ଦେବା ଭୃତ୍ୟ — ୨. A servant who prepares the bed for the master.