Jump to content

ତଳ ଅଗଣା

ଉଇକିଅଭିଧାନ‌ରୁ

ତଳ ଅଗଣା

ଉଚ୍ଚାରଣ

[ସମ୍ପାଦନା]

(ଉପର ଅଗଣା—ବିପରୀତ)

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଳ+ଅଙ୍ଗନ)

[ସମ୍ପାଦନା]

ଏକାଧିକ ପ୍ରାଙ୍ଗଣ ବିଶିଷ୍ଟ ଗୃହପୁଞ୍ଜର ବାଡ଼ିଆଡ଼ର ନିକଟବର୍ତ୍ତୀ ପ୍ରାଙ୍ଗଣ — The back-side or posterior courtyard.