ତଳ ଉପର କରିବା
ଦେଖଣା
ତଳ ଉପର କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଳ ଉପର କରିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ତଳ+ଉପରି)
[ସମ୍ପାଦନା]ତଳେ ଥିବା ବସ୍ତୁକୁ ଉପରକୁ ଓ ଉପରେ ଥିବା ବସ୍ତୁକୁ ତଳକୁ ଆଣିବା; ଲେଉଟ ପାଉଟ କରିବା —To bring down things which are upside and vice versa; to stir up or jnmble things.