Jump to content

ତଳ ଧ୍ୱନି

ଉଇକିଅଭିଧାନ‌ରୁ

ତଳ ଧ୍ୱନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍; ତଳ+ଧ୍ୱନି)

[ସମ୍ପାଦନା]
୧. କରତାଳି — ୧. Clapping of the palms.
୨. ବାହୁସ୍ଫୋଟ ବା ତାଳିର ଶବ୍ଦ — ୨. Clapping sound.