Jump to content

ତଳ ମୂଲିଆ

ଉଇକିଅଭିଧାନ‌ରୁ

ତଳ ମୂଲିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଘର ଛପର ହେବା ସମୟରେ ଯେଉଁ ମୂଲିଆ ଚାଳର ତଳେ ଥାଇ ଚାଳରେ ଚଢ଼ି ଛପର କରୁଥିବା ମୂଲିଆଙ୍କୁ ସାହାଯ୍ୟ କରେ — The labourer who stays below the thatch and helps the thatchers.